ଲାଇନପଡା IIAT COMPUTER EDUCATION ଅନୁଷ୍ଠାନ ତରଫରୁ ଚକାପାଦ ବିଡିଓ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
କନ୍ଧମାଳ (08/06/2026) : THE KANDHAMAL TIMES TK NEWS MEDIA ର ଦଶମ ସ୍ଵନକ୍ଷତ୍ର ମହୋତ୍ସବ ଉପଲକ୍ଷେ ଗତ 2025 ନଭେମ୍ବର ମାସ ଠାରୁ ଲାଇନପଡା IIAT COMPUTER Education ଅନୁଷ୍ଠାନରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ପ୍ରଥମ ଶ୍ରେଣୀ ଠାରୁ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ English Language ଏବଂ କମ୍ପୁଟର ଶିକ୍ଷା ର ଉର୍ନ୍ନତି ପାଇଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ମାଗଣାରେ ଚାଲିଥିବାରୁ ଆଜି ଅପରାହ୍ନ ପ୍ରାୟ 1:35 ସମୟରେ କନ୍ଧମାଳ…
